ଦିଲ୍ଲୀ ଅଗ୍ନିକାଣ୍ଡରେ ୪୩ ଜଣଙ୍କର ମୃତ୍ୟୁ, ୫୦ ଆହତ
ନୂଆଦିଲ୍ଲୀ() ଦିଲ୍ଲୀରେ ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭା ଓ ଉଦ୍ଧାର କାମରେ ଲାଗିଛି ୩୦ ଟି ଅଗ୍ମିଶମ ବାହିନୀ । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସେପଟେ ମୃତକମାନଙ୍କ…
