ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ
ଝାରସୁଗୁଡ଼ା() ଝାରସୁଗୁଡାସ୍ଥିତ ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ । ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ ଅଗ୍ନିକାଣ୍ଡ ଘଟି ୭ ଜଣ ଆହତ । ସେମାନଙ୍କୁ ତୁରନ୍ତ ବେଦାନ୍ତ ପରିସରରେ ଥିବା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଜଣେ ଶ୍ରମିକଙ୍କ…
