ଏମଟିଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ
ମୁମ୍ବାଇ() ମୁମ୍ବାଇ ସ୍ଥିତ ସରକାରୀ ଟେଲିଫୋନ୍ ଏମଟିଏନ୍ଏଲ୍ର ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବିଭାଗର ୧୪ଟି ଗାଡ଼ି ପହଞ୍ଚି ନିଆଁଲିଭା କାର୍ୟ୍ୟରେ ଜୁଟିଛନ୍ତି। ଏ ପର୍ୟ୍ୟନ୍ତ କୌଣସି ମୃତାହତ ଘଟିନଥିବା ଜଣା ପଡ଼ିଛି। ଅଗ୍ନିକାଣ୍ଡ ପରେ ବିଲଡିଂର ଛାତ ଉପରେ ୧୦୦ରୁ…