ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା
ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ସ୍ବରୂପ ଅନଲାଇନ ଜମି ଖଜଣା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହା ଫଳରେ ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର । ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା…
