ପ୍ରଥମ ଡେଟରେ ଯାଉଛନ୍ତି କି ?
କାହା ସହିତ ଡେଟରେ ଯିବା ସର୍ବଦା ଖାସ୍ ହୋଇଥାଏ ଆଉ ଯଦି ଏହା ପ୍ରଥମଥର ପାଇଁ ହୋଇଥାଏ ତେବେ ଏହାର ଖୁସି ଦୁଇଗୁଣ ଲାଗିଥାଏ । ପ୍ରଥମ ଡେଟକୁ ନେଇ ଯେଉଁଠି ପୁଅ ଏବଂ ଝିଅ ଉଭୟ ଉତ୍ସାହିତ ହୋଇଥାନ୍ତି ସେହି ଠାରେ ଡେଟରେ ଏପରି କିଛି କଥା ହୋଇଥାଏ ଯାହାକୁ ନଜର୍ ରଖିବା ଜରୁରୀ । ଯଦି ଆପଣ ପ୍ରଥମଥର…