Odia News Portal
Browsing Tag

FISH RAIN

ଆକାଶରୁ ହେଲା ମାଛ ବର୍ଷା

ମାଛବର୍ଷା । ଆକାଶରୁ ଖସିଲେ ହଜାର ହଜାର ମାଛ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସବୁଠାରୁ ବଡ କଥା ହେଲା ଯେ, ମାଛ ଗୁଡିକ ମାଟିରେ ନୁହେଁ ସିଧାସଳଖ ହ୍ରଦରେ ପଡିଛନ୍ତି । ୯୫ ପ୍ରତିଶତରୁ ଅଧିକ ସଂଖ୍ୟକ ମାଛ ବଞ୍ଚିଛନ୍ତି ମଧ୍ୟ । ଏପରି ଘଟଣା ଘଟିଛି ଆମେରିକାର ଉତାହ ରାଜ୍ୟରେ ।