ସାମ୍ବାଦିକ ହତ୍ୟାକାଣ୍ଡ ମାମଲା, ୫ ଅଭିଯୁକ୍ତଙ୍କୁ ଆଜୀବନ
ଖଲ୍ଲିକୋଟ() ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ୟ୍ୟ ହତ୍ୟାକାଣ୍ଡ ମାମଲାରେ ଆଜି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ କୋର୍ଟରେ ରାୟ ପ୍ରକାଶ ପାଇଛି । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
୨୦୧୪ ମେ ୨୭ ତାରିଖରେ ଗଳାକାଟି ହତ୍ୟା କରିଥିଲେ ଏହି…