ଦଳୀୟ ସ୍ବାର୍ଥ ପାଇଁ ରେଳବାଇକୁ ଦେବାଳିଆ କରାଯାଉଛି
ଭୁବନେଶ୍ବର () କେଉଁ ସ୍ବାର୍ଥରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ଭାବେ ନୂଆ ରେଲବାଇ ଜୋନ ଗଠନ କରାଯାଇଛି । ଯେତେବେଳେ କି ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଗତ ତିନି ବର୍ଷ ତଳୁ କେବଳ ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ…