ପିଏମ-କିଷାନ ଯୋଜନା ଠାରୁ କାଳିଆ ଯୋଜନା ଉତ୍ତମ: କେନ୍ଦ୍ର ଅର୍ଥ ପରାମର୍ଦାତା
ଭୁବନେଶ୍ବର () କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଆନ । ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ, ସେ ବର୍ତ୍ତମାନର କୃଷି ଜଳବାୟୁ ଅନୁଯାୟୀ…