ରାଜନୈତିକ ନେତାଙ୍କ ସହଯୋଗ ଲୋଡିଲେ ସିଇଓ
ଭୁବନେଶ୍ବର () ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସର୍ବଦଳୀୟ ବୈଠକରେ ନୂତନ ଭାବେ ଯୋଡ଼ା ଯାଇଥିବା ଫର୍ମ ୨୬ର ପରିବର୍ତ୍ତନ , ପ୍ୟାନ୍ କାର୍ଡ, ଏଭିଏମ୍ ରାଣ୍ଡମାଇଯେସନ, ମକ ପୋଲ ଓ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଉପରେ ବିଭିନ୍ନ ରାଜନୀତିକ ଦଳର ସହଯୋଗ ଲୋଡିଛନ୍ତି। ପୋଷ୍ଟଲ୍ ବାଲେଟ୍ ଉପରେ ମଧ୍ୟ…