ଏଣିକି ମୋ ବସରେ ସମ୍ବାଦପତ୍ର ସେବା
ଭୁବନେଶ୍ୱର() ଏଣିକି ମୋ ବସରେ ଯାତ୍ରୀମାନେ ଦୈନିକ ସମ୍ବାଦପତ୍ର ପଢିପାରିବେ । ଆଜିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଦୈନିକ ଯାତ୍ରୀମାନଙ୍କର ପଢିବାର ଅଭ୍ୟାସକୁ ପ୍ରୋସାôହିତ ଓ ବିକଶିତ କରିବା ପାଇଁ ଏପରି ଅଭିଯାନ ପ୍ରୟାସ କରାଯାଇଛି । ଅଧିକରୁ ଅଧିକ ଯାତ୍ରୀ ମାନଙ୍କୁ ଏହି ସେବା ସହ…
