Odia News Portal
Browsing Tag

freedom fighter death in raipur

ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ ପରଲୋକ

ରାୟପୁର: ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋର୍ ଆଉ ନାହାନ୍ତି ।୯୯ ବର୍ଷ ବୟସରେ ସେ ୧୫ ଏପ୍ରିଲ୍ ୨୦୨୧ ଦିନ ୧୨ ୩୦ ରେ ଖରିଆରୋଡ୍ ସ୍ଥିତ ନିଜ ବାସ ଭବନରେ ଈହଧାମ ତ୍ୟାଗ କରିଛନ୍ତି। ମାତ୍ର ତେର ବର୍ଷ ବୟସରୁ ଗାନ୍ଧିଜିଙ୍କୁ ଭେଟି ପ୍ରତ୍ୟକ୍ଷ ଭାବରେ ସ୍ୱାଧିନତା ସଂଗ୍ରାମରେ