ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ
ଭୁବନେଶ୍ବର () ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକି ଅବସରରେ ପାଳିତ ହେଉଥିବା ସ୍ବାଧୀନତା ଦିବସରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ ।…
