ବିଜେପି-ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି: ତାରା
ଭୁବନେଶ୍ବର() ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଜୋର ଧରିଛି । ପାଟକୁରା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ପାଟକୁରା ନିର୍ବାଚନ ପାଇଁ ବିଜେପି-ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି ।…
