ଓଡିଶାବାସୀଙ୍କ ପାଇଁ ଲଢେଇ ପାଇଁ ପ୍ରସ୍ତୁତି ହେଉଛି: ନବୀନ
ଭୁବନେଶ୍ବର () ବିରୋଧୀ କହୁଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଫିଟ୍ । ସେ ଚାଲି ପାରୁନାହାଁନ୍ତି । ତାଙ୍କୁ ଚାଲିଲା ବେଳେ ବି ସୁରକ୍ଷା କର୍ମୀଙ୍କ ସହଯୋଗ ଦରକାର ପଡିଥାଏ । ଏପରିକି କିଛି ବିରୋଧୀ ଦଳ ନେତା ତାଙ୍କ ଆୟୁସକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଏଭଳି…