ସରକାରୀ ଯୋଜନା ପ୍ରଭାବଶାଳୀଙ୍କ ପାଇଁ ନୂହେଁ, ଗରିବ ଓ ଅସହାୟଙ୍କ ପାଇଁ: ନବୀନ
ଭୁବନେଶ୍ବର : “ମୁଁ ତୁମକୁ ଗୋଟିଏ ପରାମର୍ଶ ଦେବୀ । ଯେତେବେଳେ ତୁମେ ସଂଶୟରେ ଥିବ ବା ନିଜ ଚିନ୍ତାରେ ଘାରି ହେଉଥିବ, ସେତେବେଳେ ଏହି ପରାମର୍ଶଟିକୁ ପ୍ରୟୋଗ କର ।
ତୁମେ ଦେଖିଥିବା ସବୁଠାରୁ ଗରିବ ଏବଂ ଅସହାୟ ଲୋକ କଥା ମନେ ପକାଅ ଏବଂ ନିଜକୁ ନିଜେ ପଚାର ଯେ ତୁମେ ଯାହା କରିବାକୁ ଯାଉଛି…
