Odia News Portal
Browsing Tag

gaon sathi ramesh

ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ଶାଶୂ-ଜ୍ୱାଇଁ ଗିରଫ

ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ | ୨ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।ସୁନ୍ଦରଗଡ଼ର ଗାଁ ସାଥୀ…