ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଓଜନ କମ୍ କରାଏ ଏହି ଜିନିଷ…
ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ ଭଲ ତାହା ଆମେ ସବୁ ଜାଣିଛୁ। କିନ୍ତୁ ଆପଣ ଜାରିଛନ୍ତି କି, ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଇବା ଦ୍ବାରା ମିଳିଥାଏ ଅନେକ ସ୍ବାସ୍ଥ୍ୟଗତ ଫାଇଦା। ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟ୍ରରର ସ୍ତରକୁ ବଢାଇଥାଏ । ଆସନ୍ତୁ ଜାଣିବା ଭଜା…