ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର
ବାଙ୍କୀ() ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ ଅଭାବନୀୟ ଘଟଣା ଘଟିଛି ।ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇଥିବି ସୂଚନା ମିଳିଛି ।
ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ କାମ କରୁଥିବାବେଳେ ହଠାତ ଏକ ଗ୍ୟାସ ଟାଙ୍କି…