ଗମ୍ଭୀରଙ୍କ ସମେତ ୫ କ୍ରୀଡ଼ାବିତ୍ଙ୍କୁ ପଦ୍ମଶ୍ରୀ
ଆଜି ରାଷ୍ଟ୍ରପତି ଭବନରେ ଅୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସମେତ ୪ ଜଣ ଖେଳାଳି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁସ୍କାର ଗ୍ରହଣ କରିଛନ୍ତି। ଗମ୍ଭୀର, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ତୀରନ୍ଦାଜ ବୋମବାୟାଲ ଦେବୀ ଲାଇଶର୍ମା ଓ…