ରାଜଭବନରେ ପ୍ୟାରେଡ଼ ପାଇଁ ଅନୁମତି ମାଗିଲେ ଗେହଲଟ
ଜୟପୁର () ସଚିନ ପାଇଲଟ ଓ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ରାଜସ୍ଥାନ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ଲାନ-ବି ଆରମ୍ଭ କରିଛନ୍ତି । ରାଜ୍ୟପାଳଙ୍କ ସହ…