Odia News Portal
Browsing Tag

ghost official trailer

ରିଲିଜ ହେଲା ଘୋଷ୍ଟର ଟ୍ରେଲର, ଦେଖନ୍ତୁ ଭୟଙ୍କର ଭିଡିଓ

ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ଫିଲ୍ମ ଘୋଷ୍ଟର ଟ୍ରେଲର ରିଲିଜ ହୋଇଛି। ରାଜ୍, ୧୯୨୦, ହଣ୍ଟେଡ୍ ଭଳି ହରର ଫିଲ୍ମ କରୁଥିବା ବିକ୍ରମ ଭଟ୍ଟଙ୍କ ଫିଲ୍ମ ଘୋଷ୍ଟ ପୁଣି ଥରେ ଦର୍ଶକମାନଙ୍କୁ ଡରାଇବାକୁ ପରଦାରେ ଆସିବ। ଘୋଷ୍ଟ ଫିଲ୍ମ ପ୍ରସ୍ତୁତି ୨୦୧୧ରୁ ଆରମ୍ଭ କରାଯାଇଥିଲା। ଏଥିରେ ସାଇନି…