ନାଗରିକତା ଛାଡିବେ ଏହି ଅଭିନେତା
ମୁମ୍ବାଇ() କାନାଡାର ନାଗରିକତା ଛାଡିବେ ଖିଲାଡି ବୟ । ୭ ବର୍ଷ ତଳେ ଭାରତର ନାଗରିକତା ଛାଡି କାନାଡା ନାଗରିକତା ଗ୍ରହଣ କରିଥିବା ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର । ହେଲେ ଏବେ ପୁଣି ଥରେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି କହିଛନ୍ତି ଅକ୍ଷୟ ।
ଶୁକ୍ରବାର ହିନ୍ଦୁସ୍ତାନ…
