Odia News Portal
Browsing Tag

gold rate hike

୪୪ ହଜାର ଟପିଲା ସୁନା ଦର

ନୂଆଦିଲ୍ଲୀ() କରୋନା ପ୍ରଭାବରେ ଦେଶରେ ସୁନାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଖୁଚୁରା ବଜାରରେ ୧୦ଗ୍ରାମ ପିଛା ୪୪୬୦୦ଟଙ୍କାକୁ ବୃଦ୍ଧି ପାଇଛି । ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବା ଆଶା କମୁଥିବାରୁ ସୁନାର ଦାମ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ଯେତେବେଳେ ବିପଦ ସୃଷ୍ଟି…