Odia News Portal
Browsing Tag

Good Newwz first look

ସାମ୍ନାକୁ ଆସିଲା କରିନାଙ୍କ ଗୁଡ ନ୍ୟୁଜ

ମୁମ୍ବାଇ() ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ଆଗାମୀ ଫିଲ୍ମ ଗୁଡ୍ ନ୍ୟୁଜର ପୋଷ୍ଟର ସାମ୍ନାକୁ ଆସି ସାରିଛି। ସୁପରଷ୍ଟାର ଅକ୍ଷୟ କୁମାର ନିଜ ଟ୍ବିଟର ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି । ଫଟୋ ପୋଷ୍ଟ କରି ଅକ୍ଷୟ ଲେଖିଛନ୍ତି ଯେ କ୍ରିସମାସ ସିଜିନ୍ରେ ଗୁଡ ନ୍ୟୁଜ ଚାରିଆଡ଼େ ଖେଳିଯିବ।…