ପୁଅମାନେ କରନ୍ତୁ ଏହି କାମ ପ୍ରେମିକା ହେବେନି ଦୂର
ପ୍ରେମରେ ପଡିବା ତ ସହଜ କିନ୍ତୁ ସେହି ପ୍ରେମର ସମ୍ପର୍କକୁ ଆଗକୁ ନେବା ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ରିଲେସନସିପରେ ଅଛନ୍ତି ତେବେ କିଛି ନିୟମ ରହିଛି ଯାହାକୁ ଆପଣ ନିଶ୍ଚିତ ଜାଣିବା ଆବଶ୍ୟକ ।
ଯଦି ଆପଣ ରିଲେସନସିପରେ ଅଛନ୍ତି ତେବେ କେବେବି ପ୍ରେମିକାଙ୍କ ଭରଷା…