ରାଜ୍ୟପାଳଙ୍କୁ ବିଧାନସଭା ମନା
କୋଲକାତା() ରାଜ୍ୟପାଳଙ୍କୁ ବିଧାନସଭା ମନା । ରାଜ୍ୟପାଳ ରାଜ୍ୟର ପ୍ରଥମ ନାଗରିକ ହୋଇଥିଲେ ହିଁ ତାଙ୍କୁ ମମତା ସରକାର ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦେଇ ନାହାନ୍ତି।
ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଧନକାର ଯାଇଥିବା ବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ରେ ତାଲା ପଡ଼ିଥିଲା।…
