ଗୋବିନ୍ଦାଙ୍କ ପାଇଁ ପାଗଳ ଥିଲେ ଏହି ଅଭିନେତ୍ରୀ
୯୦ ଦଶକର ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜିକାଲି ପରଦାରେ କମ ଦେଖାଯାଉଥିଲେ ମଧ୍ୟ ସମସ୍ତଙ୍କ ଦିଲ୍ରେ ଏବେ ବି ସେହି କମେଡିଆନ ହୀରୋ ଭାବେ ରାଜ କରନ୍ତି।
ଗୋଟେ ସମୟରେ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡା ଯାଉଥିଲା। ଅଭିନେତ୍ରୀ ରାନୀ ମୁଖର୍ଜ୍ଜୀ ଗୋବିନ୍ଦାଙ୍କ ପ୍ରେମରେ ପାଗଳ…
