ବିଶ୍ୱକପ ହକି ପାଇଁ ସରକାରୀ ଛୁଟି
ବିଶ୍ୱକପ ହକି ପାଇଁ ଭୁବନେଶ୍ୱର ଓ କଟକରୁ ଠାରୁ ଆରମ୍ଭ କରି ସାରା ଓଡିଶା ସଜେଇ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନ ଉସ୍ôବ ଅନୁÂିତ ହେଉଛି । ଏଥି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁÂାନ…