ପୁରୀ ପାଇଁ 40 କୋଟି ମଞ୍ଜୁର
ପୁରୀ: ପୁରୀ ପାଇଁ 40 କୋଟି ଟଙ୍କା ମଞ୍ଜୁର । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଏବଂ ପୁନର୍ବାସ ଯୋଜନା ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର 40 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ସେପଟେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ମାସେ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା…
