କଳ୍ପନାଙ୍କ ମରଶରୀର ଆଣିବା ଅଭିଯାନ ଆରମ୍ଭ
ଭୁବନେଶ୍ବର() ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଉଦ୍ଧାର କାର୍ୟ୍ୟ ଅଭିଯାନରେ ବାହାରିଛନ୍ତି । ଆଜି ସକାଳୁ ପାର୍ଥିବ ଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି…