ଅଭିଜିତଙ୍କୁ କ୍ଷମା
ଭୁବନେଶ୍ୱର () ରାଜ୍ୟ ସରକାର ଅଭିଜିତ ଆୟାର ମିତ୍ର ବିରୋଧରେ ସମସ୍ତ ମାମଲା ପ୍ରତ୍ୟାହାର କରିଛନ୍ତି । ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମ ପ୍ରକାଶ ପାଇଛି । ଅଭିଜିତ ଆୟାର ଏଥିପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ । ଅଭିଜିତ ଓଡିଶା ଏବଂ ବିଧାୟକଙ୍କ ସମ୍ପର୍କରେ ଦେଇଥିବା…