ଅଙ୍ଗୁରର ଉପକାରିତା
ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ସମସ୍ତେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି। ଅଙ୍ଗୁରରେ ଭରପୂର ମାତ୍ରାରେ ଭିଟାମିନ୍ ରହିଛି। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଡ୍, ଫ୍ୟାଟ୍, ମ୍ୟାଗ୍ନେସିୟମ, ସୋଡ଼ିୟମ, ଫାଇବର, ଭିଟାମିନ୍ ଏ, ସି, ଇ ଓ କେ,…