ଶଙ୍ଖ ଧରିଲେ ହଳଧର ନାଗ
ଭୁବନେଶ୍ୱର () ପଶ୍ଚିମ ଓଡିଶାର ଲୋକପ୍ରିୟ ଗୀତିକାର ଓ ଲେଖକ ପଦ୍ମଶ୍ରୀ ହଳଧର ନାଗ ଆଜି ରାଜନୀତିକୁ ଲମ୍ଫ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେଡିରେ ହଳଧରଙ୍କ ଯୋଗଦାନ ପଶ୍ଚିମ ଓଡ଼ିଶାରେ ଦଳର ଲୋକପ୍ରିୟତାକୁ ବୃଦ୍ଧି…