Odia News Portal
Browsing Tag

handicaft

ଶାରିରୀକ ଅଚଳ ଓ ଶର୍ଯ୍ୟାଶାୟୀ ଲୋକଙ୍କୁ ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ୱର: ଶର୍ଯ୍ୟାଶୟୀ ଏବଂ ଶାରିରୀକ ଅଚଳ ଲୋକଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପଞ୍ଜିକରଣ । ବିଏସି ପକ୍ଷରୁ କରାଯାଇଛି ଏଭଳି ସୁବିଧା । ଏଯାବତ ୩୦ଜଣ ପଞ୍ଜିକରଣ କରରିଥିବା ଦେଖିବାକୁ ମିଳିଛି । ତେବେ ପଞ୍ଜିକୃତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଟିକା ପ୍ରଦାନ…