Odia News Portal
Browsing Tag

Hanuman chalisha

ମଙ୍ଗଳବାର କରନ୍ତୁ ସୁନ୍ଦରକାଣ୍ଡ ପାଠ, ମିଳିବ ହନୁମାନଙ୍କ କୃପା

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନ କୌଣସି ଦେବାଦେବୀଙ୍କୁ ସମର୍ପିତ । ଠିକ ସେହିଭଳି ମଙ୍ଗଳବାର ଦିନଟି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ସମର୍ପିତ । ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି।