ଆଜି ହେଲା ପ୍ରପୋଜ ଡେ …
ଭାଲେଣ୍ଟାଇନ ସପ୍ତାହରେ ଆଜି ହେଲା ପ୍ରପୋଜ ଡେ । ରୋଜ ଡେ ପରେ ଆସେ ପ୍ରପୋଜ ଡେ । ଏହି ଡେରେ ସବୁ ପ୍ରେମିକ ମାନେ ତାଙ୍କ ପ୍ରେମିକାକୁ ପ୍ରେମର ନିବେଦନ କରିଥାନ୍ତି । ଆଉ ଅନେକ କ୍ଷେତ୍ରରେ ଏହି ଦିନରେ ନୂଆ ସମ୍ପର୍କର୍ ମଧ୍ୟ ଆରମ୍ଭ ହୋଇଥାଏ । ଫେବୃଆରୀ ୮ରେ ପ୍ରେମି ଯୁଗଳ ପ୍ରପୋଜ ଡେ…
