କାହିଁକି ସସପେଣ୍ଡ ହେଲେ ହାର୍ଦ୍ଦିକ ଓ ରାହୁଲ ଜାଣନ୍ତୁ…
ସସପେଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । କେବଳ ମ୍ୟାଚ୍ ନୁହେଁ ବରଂ ଯାଞ୍ଚ ପର୍ୟ୍ୟନ୍ତ କ୍ରିକେଟ ଖେଳିପାରିବେ ନାହିଁ ଏହି ଦୁଇ ଖେଳାଳି । ଯେଉଁଥିପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜରୁ ବାଦ୍ ପଡିବେ । ମିଳିଥିବା ସୂଚନା ଅନୁଯାୟୀ,…
