କଂଗ୍ରେସ ନେତାଙ୍କୁ ଚାପୁଡ଼ା
ଅହମଦାବାଦ() କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାଡ଼ । ଗତକାଲି ଜିବିଏଲ୍ ନରସିହ୍ମା ରାଓଙ୍କୁ ଜୋତା ଫୋପାଡିବା ଘଟଣା ପରେ ଆଜି ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କ ଉପରେ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି । ଏହାପରେ ଉପସ୍ଥିତ ଥିବା ସାଧାରଣ ଲୋକ ଆକ୍ରମଣକାରୀକୁ…