Odia News Portal
Browsing Tag

Harichandan takes oath as Andhra Pradesh Governor

ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ

ଆଜି ଆନ୍ଧ୍ରପ୍ରଦେଶର ବିଜାୱଡାଠାରେ ଥିବା ରାଜଭବନରେ ରାଜ୍ୟର ୨୩ତମ ରାଜ୍ୟପାଳ ଭାବରେ ଓଡ଼ିଶା ର ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେଇଛନ୍ତି। ଦିନ ୧୧.୪୦ମିନିଟ ସମୟରେ ହରିଚନ୍ଦନଙ୍କୁ ଶପଥପାଠ କରାଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାର ପତି। ଉତ୍ସବରେ ଆନ୍ଧ୍ର ପ୍ରଦେଶର…