ଭୁଶୁଡିଲା ୪ ମହଲା କୋଠା, ଫସିରହିଛନ୍ତି ୮ରୁ ଅଧିକ ଲୋକ
ହରିୟାଣା ଗୁରୁଗ୍ରାମ ଉଲାସ ଗାଁରେ ଏକ ଚାରିମହଲାର କୋଠା ଭୁଶୁଡିପଡିଛି । ଆଜି ସକାଳ ୫ଟା ପାଖାପାଖି ଏହି ଅଘଟଣ ଘଟିଛି । କୋଠା ଭୁଶୁଡିପଡିବା ପରେ ୮ରୁ ଅଧିକ ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି । ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ସମସ୍ତେ…