ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ
ନୂଆଦିଲ୍ଲୀ() ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି।
ସେପଟେ ଅମିତ ଶାହା ମହାରାଷ୍ଟ୍ର ବିଧାନସଭାରେ ବିଜେପି-ଶିବସେନାର ବିଜୟ ପାଇଁ ଅଭିନନ୍ଦନ…
