Odia News Portal
Browsing Tag

Hata

ଭୁବନେଶ୍ୱର ଏକ ନମ୍ବର ହାଟ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପ୍ରସିଦ୍ଧ ଏକ ନମ୍ବର ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି । ଉଭୟ ହୋଲସେଲର ଓ ଣିଟେଲର ବ୍ୟବସାୟୀଙ୍କ ଲାଗି ବନ୍ଦ ରହିବ ହାଟ । କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଠାରେ…

ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ।

ଭୁବନେଶ୍ବର: ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ। ସାମାଜିକ ଦୂରତ୍ୱ ପାଇଁ ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ପାଇଁ ୪୫ ଦିନ ହାଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଜନଗହଳି ହେଉଥିବାରୁ BMC ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।…