ଆକାଶ ମାର୍ଗରୁ ଆସିଲା ଶଦ୍ଧ,ଦୋହଲିଲା ଘର
ଜଳେଶ୍ୱର () ଆକାଶ ମାର୍ଗରୁ ଶୁଭିଲା ଭୟଙ୍କର ଶଦ୍ଧ । ଆଉ ଏହି ଶଦ୍ଧରେ ଦୋହଲିଗଲା ଘରଦ୍ୱାର, ଝରକା ଓ କବାଟ । କେହି କିଛି ଜାଣିପାରିଲେ ନାହିଁ । ଚାରିଆଡକୁ ଚାହିଁଲେ । କିନ୍ତୁ କଣ ପାଇଁ ଏହା ହେଲା ତାର କୌଣସି ଚିହ୍ନବର୍ଣ୍ଣ ବି ମିଳିଲା ନାହିଁ । ଏହି ଘଟଣା ଘଟିଛି ଜଳେଶ୍ୱର ବସ୍ତା ଅଂଚଳରେ…
