Odia News Portal
Browsing Tag

health tips

ଡାଇରିଆରୁ ମୁକ୍ତି ପାଇଁ କରନ୍ତୁ ଏହି ସରଳ ଉପଚାର

୧. ଡାଇରିଆ ଆକ୍ରାନ୍ତ ବ୍ୟକ୍ତି ଏକ ଗ୍ଲାସ ପାଣିରେ ଫାଳେ ଲେମ୍ବୁ, ଅଲ୍ପ ଲୁଣ ଓ ଏକ ଚାମଚ ଚିନି ମିଶାଇ ପ୍ରତି ୧ ଘଣ୍ଟାରେ ପିଅନ୍ତୁ। ଏହାଦ୍ୱାରା ଶରୀରକୁ ଜଳୀୟ ଅଂଶ ମିଳିବ। ୨. ଏକ ଚାମଚ ଅଦା ରସ ସହ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ଡାଇରିଆରୁ ମୁକ୍ତି ମିଳେ। ଆପଣ ପାଟିରେ ଆଦା ଜାକିଲେ…