କରୋନା ଭାଇରସ ନେଇ ତିଆରି ହେଲା ଗୀତ, ଦେଖନ୍ତୁ ଭିଡିଓ
କରୋନା ଭାଇରସ ନେଇ ଭୋଜପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଏକ ଗୀତ ତିଆରି କରିଛି। ଏହି ଗୀତ ଭାଇରାଲ ହେବା ସହ ଟ୍ରୋଲ ମଧ୍ୟ ହେଉଛି। ରିତେଶ ପାଣ୍ଡେ ଓ ସ୍ନେହା ଉପାଧ୍ୟାୟଙ୍କର ଏହି ଭାଇରାଲ ଗୀତର ନାଁ ହେଉଛି ‘ହେଲୋ କୌନ୍’।
https://youtu.be/DRYvAytmEUI
ଗୀତରେ ପ୍ରେମୀ ଓ ପ୍ରେମିକା…