ଧର୍ମେନ୍ଦ୍ରଙ୍କ ବ୍ୟତିତ ହେମା ମାଳୀନିଙ୍କ ଏହି ଅଭିନେତାଙ୍କ ସହ ଥିଲା ସମ୍ପର୍କ, ଜାଣିଲେ ହୋସ ଉଡିଯିବ …
ମୁମ୍ବାଇ() ଆଜି ବଲିଉଡ ଡ୍ରିମ ଗର୍ଲ ହେମା ମାଳୀନିଙ୍କ ଜନ୍ମଦିନ। ବୟସ ବଢିବା ସହ ମଧ୍ୟ ତାଙ୍କ ସୌନ୍ଦର୍ୟ୍ୟ ବଢୁଛି। ଆଜି ୭୧ ବର୍ଷ ବୟସରେ ମଧ୍ୟ ସେ ସେମିତି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ହେମା ମାଳୀନିଙ୍କ ବିଷୟରେ ଅଧିକ କିଛି ।
ହେମା…
