ଆଜି ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ପୁରୀ() ଆଜି ହେରା ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଆସିଥିବାରୁ ଅଭିମାନ କରିଥିବା ମା ଲକ୍ଷ୍ମୀ ଆଜି ତାଙ୍କ ସ୍ବାମୀ କଳାଠାକୁରଙ୍କ ଉପରେ ରାଗ…
