କାହିଁକି ଇଭେଣ୍ଟରେ କାନ୍ଦିଲେ ହିମେଶ, ଜାଣନ୍ତୁ …
ମୁମ୍ବାଇ () ଏକ ଇଭେଣ୍ଟରେ ବଲିଉଡ୍ ସିଙ୍ଗର୍ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ସୂଚନାଅନୁସାରେ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍ ହୀର୍’ ଫିଲ୍ମର ଗୀତ ‘ତେରୀ ମେରୀ କାହାନୀ’ ଗତକାଲି ରିଲିଜ୍ ହୋଇଛି। ଗୀତ ରିଲିଜ୍ ସମୟରେ ଭାବବିହ୍ୱଳ ହୋଇ କାନ୍ଦିବା ପକାଇଥିଲେ ହିମେଶ । ତେବେ…
