Odia News Portal
Browsing Tag

hirakud-dam-releases

ନିଷ୍କାସନ ପରେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା

କଟକ() ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଛି। ପ୍ରଥମ ବନ୍ୟା ଜଳ ଦେଖିବା ପାଇଁ ହୀରାକୁଦ ଡ୍ୟାମରେ ଲୋକଙ୍କ ଭିଡ ଜମିଛି । ଦିନ ୧୧ ଟାରେ ୭ ନମ୍ବର ସ୍ଲୁଇସ୍ ଗେଟରୁ ବାହାରିଥିଲା ବନ୍ୟାଜଳ। ୨ ଘଣ୍ଟା ଧରି ଜଳ ନିଷ୍କାସନ ପରେ ଗେଟ୍ ବନ୍ଦ କରିଦିଆଯାଇଛି । ପରେ ଜଳ…